ଗରମରେ ଥଣ୍ଡାସ୍‌ ଫିଲ୍‌ କରିବ ଚକୋଲେଟ୍‌ ଲସି, ଥରେ ବନାନ୍ତୁ ନିଶ୍ଚୟ

ଗରମ ଦିନରେ ଲସିର ଡିମାଣ୍ଡ ବଢ଼ିଯାଏ। ଯଦି ଆପଣ ବି ସମର ସିଜନରେ ଲସି ପିଇବାକୁ ଚାହୁଁଛନ୍ତି ତାହେଲେ ବହୁତ ସହଜ ତରିକାରେ ଟ୍ରାଏ କରନ୍ତୁ ଚକୋଲେଟ୍‌ ଲସି। ଚକୋଲେଟ ଲସି ନା କେବଳ ଶରୀରକୁ ଡାଇଡ୍ରେଟ ରଖିଥାଏ ବରଂ ଡାଇଜେସନକୁ ବି ଭଲ ରଖିବା କାମ କରିଥାଏ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଚକୋଲେଟ ଲସି ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ଦହି
  • ୨ ବଡ ଚାମଚ ଚକୋଲେଟ ସିରପ
  • ଅଧା କପ୍‌ ଚକୋଲେଟ ଖଣ୍ଡ
  • ୨ ବଡ ଚାମଚ ଚିନି
  • ୪-୫ଟି ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ଚକୋଲେଟ ଲସି ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଦହି ଏବଂ ଚିନି ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡର ଜାରରେ ଚକୋଲେଟ ଏବଂ ଚକୋଲେଟ ସିରପ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଲସିରେ ବରଫ ଖଣ୍ଡ ପକାଇ ଆଉ ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଆପଣଙ୍କ ଚକୋଲେଟ ଲସି ପ୍ରସ୍ତୁତ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.