ଆପଣ ଜାଣିଛନ୍ତି କି କଣ ଆପଣଙ୍କ ଲକି ନମ୍ବର? ପଢନ୍ତୁ ଏହି ରିପୋର୍ଟ

ମଣିଷ ଜନ୍ମ ହେବା ପର ଠାରୁ ସଂଖ୍ୟାକୁ ନେଇ ତା ନିଜ ଜୀବନରେ ରହିଥାଏ ଅନେକ ମହତ୍ତ୍ବ । ଜନ୍ମ ତାରିଖ ଠାରୁ ଆରମ୍ଭ କରି ଗାଡି ନମ୍ବର, ପ୍ଳଟ୍ ନମ୍ବର ଆଦି ବିଭିନ୍ନ ନମ୍ବରର କିଛି ନା କିଛି ପ୍ରଭାବ ଜୀବନ ଉପରେ ପଡିଥାଏ । ଯାହାକୁ ନେଇ ପ୍ରତ୍ୟକ ମଣିଷର କିଛି ନା କିଛି ଲକି ନମ୍ବର ରହିଥାଏ । ଆଉ ସେହି ଲକି ନମ୍ବର ଅନୁସାରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ମଧ୍ୟ ରାଶିକୁ ନେଇ ଶୁଭ ସଂଖ୍ୟା ଗଣନା କରାଯାଇଛି । ଯାହାକୁ କେନ୍ଦ୍ର କରି ମଣିଷ ନିଜ ଜୀବନର କିଛି ନିଷ୍ପତ୍ତିକୁ ସଂଖ୍ୟା ଅନୁସାରେ ଗ୍ରହଣ କରିଥାନ୍ତି ।

100ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପକ୍ଷେ ନିଜର ଲକି ନମ୍ବର ବେଶ୍ ଗୁରୁତ୍ବ ବହନ କରିଥାଏ । କୌଣସି ଲକି ନମ୍ବରର ସମୟ ହେଉ କିମ୍ବା ତାରିଖ ହେଉ ଏହି ବ୍ୟକ୍ତି ମାନେ ପୂର୍ବରୁ ଠିକ୍ କରି ରଖିଥାନ୍ତି କି ସେହି ଦିନ ସେହି ସମୟରେ କାର‌୍ୟ୍ୟ ସମ୍ପାଦନ କରିବେ । ଯାହାଫଳରେ ସେମାନଙ୍କ ନିଶ୍ଚିତ ସଫଳତା ପାଇବାର ଆତ୍ମବିଶ୍ବାସ ଜାଗ୍ରତ ହୋଇଥାଏ। ରାଶି ହିସାବରେ ସମସ୍ତଙ୍କର ଲକି ନମ୍ୱର ରହିଛି। କଣ ଆପଣ ଜାଣିଛନ୍ତି ଆପଣଙ୍କ ଲକି ନମ୍ବର ?

tଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବେ ଆପଣଙ୍କ ରାଶି ଅନୁସାରେ କଣ ରହିଛି ଆପଣଙ୍କ ଲକି ନମ୍ୱର :

ମେଷ ରାଶି: ୧

ବୃଷ ରାଶି: ୨, ୯ ଓ ୧୧

ମିଥୁନ ରାଶି: ୧୩

କର୍କଟ ରାଶି: ୭ ଓ ୧୦

ସିଂହ ରାଶି: ୦ ଓ ୮

10

କନ୍ୟା ରାଶି: ୩ ଓ ୫

ତୁଳା ରାଶି: ୪ ଓ ୬

ବିଚ୍ଛା ରାଶି: ୧୧ ଓ ୯

ଧନୁ ରାଶି: ୫ ଓ ୧୫

Colourfulମକର ରାଶି: ୨

କୁମ୍ଭ ରାଶି: ୧୭

ମୀନ ରାଶି: ୭ ଓ ୨୧

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.