Below header

ଚେହେରାରେ ଚମକ ଆଣିଥାଏ ଲେମ୍ବୁ ରସ

ସୁନ୍ଦର ଚେହେରା ସମସ୍ତଙ୍କର କାମ୍ୟ । ଏଥିପାଇଁ ବଜାରରେ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ପ୍ରସାଦନ ସାମଗ୍ରୀ ଉପଲବ୍ଧ । ହେଲେ ଘରୋଇ ଉପଚାର ଦ୍ୱାରା ଆପଣ ତ୍ୱଚ୍ଚାର ଚମକ ଆଣିପାରିବେ । ସମସ୍ତଙ୍କ ଘରେ ପ୍ରାୟତଃ ଲେମ୍ବୁ ରହିଥାଏ । ଲେମ୍ବୁ ରସର ପ୍ରୟୋଗରେର ଆପଣ ତ୍ୱଚ୍ଚାରେ ଚମକ ଆଣିପାରିବେ । ଏହାଛଡ଼ା ଲେମ୍ବୁ ଦାନ୍ତ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା ଲେମ୍ବୁର କିଛି ଘରୋଇ ଟିପ୍ସ ।

lemon.
photo credit: mouth watchers

୧. ଚେହେରାରେ ଲେମ୍ବୁ ରସ ସହିତ ଚୀନି ବା ମଲାଇ ଲଗାଇବା ଦ୍ୱାରା ତ୍ୱଚ୍ଚାରେ ଚମକ ଆସିବା ସହ ଦାଗ ମଧ୍ୟ ଲିଭି ଥାଏ ।

୨. ଶର୍ଦ୍ଦି ହେଲେ ପାଣିରେ ଲେମ୍ବୁ ରସ ଓ ଅଳ୍ପ ଲୁଣ ମିଶାଇ ନେବା ଦ୍ୱାରା ସାଧାରଣ ଥଣ୍ଡା ଭଲ ହୋଇଯାଇଥାଏ ।

୩. ଯାଦୁ ଉପରେ ଲେମ୍ବୁ ରସ ଲଗାଇଲେ ଆରାମ ମିଳିଥାଏ ।

୪. ଦାନ୍ତ ସଫା କରିବା ପାଇଁ ଦାନ୍ତରେ ଲେମ୍ବୁ ରସ ଓ ହେଙ୍ଗୁ ମାଲିଶ କଲେ ଦାନ୍ତ ସଫା ଓ ଚମକଦାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.