ଅଧିକ ବୟସ ଯୋଗୁଁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ଡରୁଛନ୍ତି କି ? ତେବେ ଆପଣାନ୍ତୁ ଏହି ବିକଳ୍ପ

ଗମ୍ଭୀର ହୃଦ ରୋଗୀଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଥାଏ । କିନ୍ତୁ ରୋଗୀଙ୍କ ବୟସ ଅଧିକ ହୋଇଥିଲେ ଏହି ପକ୍ରିୟାରେ ସମସ୍ୟା ହୋଇଥାଏ । କିନ୍ତୁ ଏଭଳି ସମସ୍ୟା ପାଇଁ ହାର୍ଟମେଟ- ୩ ବରଦାନ ପ୍ରମାଣିତ ହୋଇଛି । ହାର୍ଟମେଟ୍ ୩ ର ପ୍ରୟୋଗ ଦୁନିଆର ୨୬ ହଜାରରୁ ଅଧିକ ରୋଗୀଙ୍କ ଉପରେ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ୧୪ ରୋଗୀଙ୍କ ଶାନ୍ତିର ଜୀବନ ଅତିବାହିତ କରୁଛନ୍ତି ।

ସେହିପରି ଯେଉଁ ରୋଗୀ ମାନଙ୍କ ପଲ୍ମୋନାରୀ ପ୍ରେସର୍ ବଢିଯାଏ କିମ୍ବା ରୋଗୀ ଲମ୍ବା ସମୟ ପର‌୍ୟ୍ୟନ୍ତ ଟ୍ରାନ୍ସପ୍ଲାଂଟକୁ ଅପେକ୍ଷା କରିପାରେ ନାହିଁ ସେମାନଙ୍କ ପାଇଁ ହାର୍ଟମେଟ- ୩ ଡେଷ୍ଟିନେସନ୍ ଥେରାପି ଲାଭଦାୟକ ହୋଇଥାଏ । ସେହିପରି ଯେଉଁ ରୋଗୀମାନଙ୍କ ହାର୍ଟ ଟ୍ରନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦିଆଯାଇନଥାଏ ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ବେଶ୍ ଉପଯୋଗୀ ।

ହାର୍ଟମଟେର ଭର୍ସନ ଗତ ଦୁଇ ବର୍ଷ ହେବ ଉପଲବ୍ଧ ଅଛି । ଏହା ବ୍ୟତୀତ ହାର୍ଟମଟେ୍ ୨ ଅଧିକାଂଶ ବ୍ରିଜ୍ ଭାବରେ ବ୍ୟବହାର କରାଯାଉଛି । ଯାହା ଟ୍ରାନ୍ସପ୍ଲାଣ୍ଟ ପର୍ଯ୍ଯନ୍ତ ଅସ୍ଥାୟୀ ରୂପରେ ଲଗାଯାଇଥାଏ । ଆଉ ଏହା ଲମ୍ବା ସମୟ ପର୍ଯ୍ଯନ୍ତ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.