Browsing Tag

heart transplant

ମଣିଷ ଶରୀରରେ ଘୁଷୁରୀ ହାର୍ଟ, ଏଭଳି ଟ୍ରାନ୍ସପ୍ଲାଣ୍ଟ କରିବାରେ ଦୁନିଆର ଏହି ବ୍ୟକ୍ତି ଦ୍ୱିତୀୟ ରୋଗୀ

ମଣିଷ ଶରୀରରେ ଘୁଷୁରୀ ହାର୍ଟ । କଣ ଦର୍ଶକବନ୍ଧୁ ବିଶ୍ୱାସ ହେଉନି କି । ଜଣେ ୫୮ ବର୍ଷିୟ ବ୍ୟକ୍ତିଙ୍କ ହୃଦୟରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ଘୁଷୁରୀ ହାର୍ଟ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ଆମେରିକାର କିଛି ଡାକ୍ତର । ଏହି ଟ୍ରାନ୍ସପ୍ଲାଣ୍ଟରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରି…

ସଫଳ ହେଲା ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ବାଦଲ ପଇଦାଙ୍କ ହୃଦ୍‌ପ୍ରତିରୋପଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) । ଯାହାଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ଯାହାଙ୍କର ହୃଦ୍‌ ପ୍ରତିରୋପଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଜରିଆରେ…

ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପରେ ଏହି ବ୍ୟକ୍ତି ମାରାଥନ ଦୌଡି ୫୬ ମିନିଟରେ ପୂରା କଲେ ୫ କିମିର ରେସ୍, ସମାଜକୁ ଦେଲେ ଏହି…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶରୀରିକ ଅକ୍ଷମତା, ହାର୍ଟଟ୍ରାନ୍ସ ପ୍ଲାଣ୍ଟ ହେଲାପରେ ମଧ୍ୟ ୫୬ ମିନିଟରେ ୫ କିମି ମାରାଥନ ରେସ ପୂରା କଲେ ଗୁଜୁରାଟର ପ୍ରିୟଙ୍କ ଦୀକ୍ଷିତ। ଡାକ୍ତର ତାଙ୍କୁ ସର୍ଜରୀ ପରେ କିଛି ବଡ କାମ କରିବାକୁ ମନା କରିଇଦେଇଥିଲେ। କିନ୍ତୁ ଏହାକୁ ଖାତିର ନକିରି…

କୃତ୍ରିମ ପ୍ରତ୍ୟାରୋପଣ ପରେ ପୁଣି କାର୍ଯ୍ୟକ୍ଷମ ହେଲା ଅକାମି ହୃତପିଣ୍ଡ, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ,…

ଅକାମି ହୃତପିଣ୍ଡ ପୁଣିଥରେ ସୁସ୍ଥ ହେବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଦିଲ୍ଲୀର ଏକ ହସ୍ପିଟାଲରେ ଘଟିଥିବା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ଏହିପରି ଯେ ଦିଲ୍ଲୀର ବିଏଲକେ ହସ୍ପିଟାଲକୁ ପ୍ରାୟ ବର୍ଷେ ତଳେ ଇରାକର ୫୨ ବର୍ଷୀୟ ବ୍ୟବସାୟୀ ହନି ଜବାଦ୍ ମହମ୍ମଦ ଚିକିତ୍ସା ପାଇଁ…

ଅଧିକ ବୟସ ଯୋଗୁଁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ଡରୁଛନ୍ତି କି ? ତେବେ ଆପଣାନ୍ତୁ ଏହି ବିକଳ୍ପ

ଗମ୍ଭୀର ହୃଦ ରୋଗୀଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଥାଏ । କିନ୍ତୁ ରୋଗୀଙ୍କ ବୟସ ଅଧିକ ହୋଇଥିଲେ ଏହି ପକ୍ରିୟାରେ ସମସ୍ୟା ହୋଇଥାଏ । କିନ୍ତୁ ଏଭଳି ସମସ୍ୟା ପାଇଁ ହାର୍ଟମେଟ- ୩ ବରଦାନ ପ୍ରମାଣିତ ହୋଇଛି । ହାର୍ଟମେଟ୍ ୩ ର ପ୍ରୟୋଗ ଦୁନିଆର ୨୬ ହଜାରରୁ ଅଧିକ ରୋଗୀଙ୍କ ଉପରେ…