ସେଓ ଉପରେ ଲାଗିଥିବା ମହମ ହୋଇପାରେ ଅନେକ ଗମ୍ଭୀର ରୋଗର କାରଣ, ଏହି ଉପାୟ ଦ୍ୱାରା ବାହାର କରନ୍ତୁ

ଆପଣଙ୍କୁ ପ୍ରାୟ ସମସ୍ତେ ପରାମର୍ଶ ଦିଅନ୍ତି ଯେ ଯଦି ଆପଣ ନିଜର ପ୍ରତିଦିନର ଡାଏଟରେ ସେଓକୁ ସାମିଲ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ଆବଶ୍ୟକ ପଡିନଥାଏ। କିନ୍ତୁ ଏପରି ସାମାନ୍ୟ ମୁସକିଲ କାରଣ ଆଜିକାଲି ବଜାରରେ ମିଳୁଥିବା ସେଓରେ ଓ୍ଵାକ୍ସ ବା ମହମ ଲାଗିଥାଏ। ଏହି ଓ୍ଵାକ୍ସ ଦ୍ୱାରା ଶ୍ୱାସ ଏବଂ ଇନଫେକସନ ଭଳି ସମସ୍ୟା ହୋଇପାରେ। ଏମିତିରେ ଜରୁରୀ ହୋଇଥାଏ ଯେ ଖାଇବା ପୂର୍ବରୁ ତାହା ଉପରେ ଲାଗିଥିବା ଓ୍ଵାକ୍ସକୁ କାଢ଼ି ଖାଆନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଓ୍ଵାକ୍ସକୁ କାଢ଼ିବେ କିପରି।

-ସେଓକୁ ୧ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ରଖି ଏକ କପଡାରେ ସଫା କରିଦିଅନ୍ତୁ। ଏହାଦ୍ୱାରା ଓ୍ଵାକ୍ସ ବା ମହମ ବାହାରି ଯାଇଥାଏ।

-ଗରମ ପାଣିରେ ଆପଲ ଭିନେଗାର ପକାଇ ସେଓକୁ କିଛି ସମ ବୁଡାଇ ରଖନ୍ତୁ। ଏହାଦ୍ୱାରା ମଧ୍ୟ ମହମ ଭଲଭାବରେ ସଫା ହୋଇଯିବ।

-ଗରମ ପାଣିରେ ମହମ ଏବଂ ଲେମ୍ବୁ ମିଶାଇ ସେଓରେ ଥିବା ଓ୍ଵାକ୍ସ ଉପରେ ଲଗାନ୍ତୁ ଏହାଦ୍ୱାରା ସହଜରେ ଏହା ବାହାରିଯିବ।

Leave A Reply

Your email address will not be published.