୧୦୦ଟି ଅଣ୍ଡା ତୁଳନାରେ ଅଧିକ ଶକ୍ତି ଯୋଗାଏ ଏହି ଜିନିଷ, ପ୍ରତିଦିନ ସେବନ କରି ବନାନ୍ତୁ ପହିଲମାନ୍ ଭଳି ବଡି

ବାଦାମ୍ ଲହୁଣୀ ଏକ ଖାଦ୍ୟ ପେଷ୍ଟ। ଏହା ମାଟିତଳେ ଫଳୁଥିବା ଚିନାବାଦାମରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ଅତିରିକ୍ତ ତତ୍ତ୍ୱ ରହିଥାଏ, ଯାହାକି ସ୍ୱାଦକୁ ଆଶିଂକ ପରିବର୍ତ୍ତନ କରିଥାଏ। ଲୁଣିଆ ଏବଂ ମିଠା ଲାଗୁଥିବା ବାଦାମ୍ ଲହୁଣୀ ଅନେକ ଦେଶରେ ଲୋକପ୍ରିୟ ଅଟେ। ଏହାକୁ ଇଂଲିଶରେ ‘ପିନଟ୍ ବଟର’ କୁହାଯାଇଥାଏ। ଆସନ୍ତୁ ଜାଣିବା ଏହାକୁ ଖାଇଲେ, କ’ଣ ମିଳିଥାଏ ଲାଭ।
-ପିନଟ୍ ବଟର ସେବନ କଲେ ହାଡ଼ ମଜଭୁତ୍ ହୋଇଥାଏ।
-ପ୍ରତିଦିନ ଏହାକୁ ଖାଇଲେ, ଆପଣ ଶରୀରରୁ ପ୍ରୋଟିନ୍ର ଅଭାବକୁ ପୂରଣ କରିପାରିବେ।
ଏହାସହ ପଢ଼ନ୍ତୁ: ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଏହି ଘରୋଇ ଉପଚାର
ଏହାସହ ପଢ଼ନ୍ତୁ: ପିଲାଙ୍କୁ ଖୁସି କରିବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଇଡ଼ଲି ବର୍ଗର’
-ଅଧିକାଂଶ ବଲି ବିଲ୍ଡର ଓ ପହିଲମାନ୍ ଶକ୍ତି ଏବଂ ଓଜନ ବଢ଼ାଇବା ପାଇଁ ପ୍ରତିଦିନ ପିନଟ୍ ବଟର ବ୍ୟବହାର କରିଥାଆନ୍ତି।
-ବାଦାମ ଲହୁଣୀ ଖାଇଲେ ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।
-ଏହା ଶକ୍ତିସ୍ତରକୁ ବଢ଼ାଇବା ସହ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ।