କାଚ ଭଳି ଚମକିବ ତ୍ୱଚା, ଯଦି କରିବେ ବାଦାମର ଏପରି ବ୍ୟବହାର
ପୋଷକ ତତ୍ତ୍ୱରେ ଭରପୂର ବାଦାମ୍ । ତ୍ୱଚାକୁ ପୋଷଣ ଯୋଗାଇବାରେ ଏଥିରେ ବହୁତ ଭଲ ସୋର୍ସ ରହିଛି । ଏଥିରେ ପ୍ରୋଟୀନର ମାତ୍ରା ବହୁତ ଅଧିକ ରହିଥାଏ । ଏଥିରେ ଅନେକ ସ୍ୱାସ୍ଥ୍ୟଗତ ଲାଭ ଥିବାରୁ ଏହାକୁ ଏକ ବହୁତ ଭଲ ଫୁଡ୍ ବୋଲି ମାନନ୍ତି ଲୋକେ । ତେବେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ…