Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ମାନ ସମ୍ମାନ ପ୍ରାପ୍ତି ହେବ । ଗୃହରେ ଅଶାନ୍ତି, ଅସନ୍ତୁଷ୍ଟି ଦେଖାଦେବ । ବିଦେଶ ଯାତ୍ରା ସଫଳ ହେବ ।

brushaବୃଷ : ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ଧନଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ଓ ମାନସମ୍ମାନ ପ୍ରାପ୍ତି ଯୋଗ ରହିଛି ।

mithunaମିଥୁନ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିିଳିବ । ଧନ ଲାଭ ଯୋଗ ରହିଛି । ମାନସିକ ଅଶାନ୍ତି ଭୋଗ କରିବେ ।

karkataକର୍କଟ : ପରିଶ୍ରମ ଅନୁସାରେ ଫଳ କମ୍‌ ପାଇବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଦାମ୍ପତ୍ୟ ଜୀବନରେ ପୀଡ଼ା ଦେଖାଦେବ ।

singhaସିଂହ : ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୁରେଇ ରହନ୍ତୁ ।

kanyaକନ୍ୟା : ଚକ୍ଷୁରେ ପୀଡ଼ା ଦେଖାଦେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଆୟ ମଧ୍ୟମ ରହିବ ।

tulaaତୁଳା : ସୁସ୍ୱାଦୁ ଭୋଜନ ଲାଭ ହେବ । ପିତାଙ୍କ ସହଯୋଗ ପାଇବେ । ଚିନ୍ତାବୃଦ୍ଧି ହେବା ସହ ବିଶ୍ୱାସଘାତକତା ହୋଇପାରେ ।

bichhaବିଛା : ପାରିବାରିକ ସମସ୍ୟା ଦୂର ହେବ । ବିଦେଶ ଯାତ୍ରା କରନ୍ତୁ ନାହିଁ । ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।

dhanuଧନୁ : ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବେ ।

makaraମକର :ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ଧନଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ଓ ମାନସମ୍ମାନ ପ୍ରାପ୍ତି ଯୋଗ ରହିଛି ।

kumbhaକୁମ୍ଭ : ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେଇପାରେ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ ।

minaମୀନ : ତର୍କବିତର୍କ ହୋଇପାରେ । କୌଣସି ନୂତନ କାର୍ୟ୍ୟ ଆରମ୍ଭ କରିପାରନ୍ତି । ବେପାର ବାଣିଜ୍ୟରେ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.