ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ । ମାନସମ୍ମାନ ପ୍ରାପ୍ତି ହେବ । ପରିବାରରେ ଅଶାନ୍ତି ଦେଖାଦେବ ।

brushaବୃଷ : ବିଦ୍ୟାର୍ଥୀ ସଫଳତା ପାଇବେ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ ।

mithunaମିଥୁନ :ମନକୁ ଆୟତ୍ତରେ ରଖନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

karkataକର୍କଟ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଅହଂକାର ତ୍ୟାଗ କରନ୍ତୁ । ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇପାରେ ।

singhaସିଂହ : ମାନସିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ପରିବାରରେ ମନ ମିଳାଇ ଚଳନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

kanyaକନ୍ୟା : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ଯୋଗ ରହିଛି । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

tulaaତୁଳା :ମାନସିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

bichhaବିଛା : ପାରିବାରିକ ସମସ୍ୟା ଦୂର ହେବ । ବିଦେଶ ଯାତ୍ରା କରନ୍ତୁ ନାହିଁ । ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ।

dhanuଧନୁ : ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର୍ୟ୍ୟରେ ଯୋଗଦେବେ ।

makaraମକର :ସୁସ୍ୱାଦୁ ଭୋଜନ କରିବେ । ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

kumbhaକୁମ୍ଭ : ଶରୀର ଅସୁସ୍ଥ ରହିବ । ବିଦ୍ୟାର୍ଥୀ ସଫଳତା ପାଇବେ । ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।

minaମୀନ : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ତର୍କବିତର୍କ କରନ୍ତୁ ନାହିଁ । ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.