ଭିଟାମିନ ସିରେ ଭରପୂର ଟମାଟୋ ଜୁସ୍‌, ତୁରନ୍ତ ବଢ଼ିବ ଇମ୍ୟୁନିଟୀ

ଟମାଟୋରେ ବହୁତ ଭିଟାମିନ୍‌ ସି ରହିଥାଏ। ଏବେର କରୋନା ପ୍ରକୋପରେ ଶରୀରରେ ଇମ୍ୟୁନିଟୀ ସିଷ୍ଟମକୁ ବଢ଼ାଇବା ପାଇଁ ଏହାକୁ ବଢ଼ିଆ କାମ ଦେବ। ତେବେ ଏହାକୁ ବନାଇବା ବି ବହୁତ ସହଜ। ବହୁତ କମ୍‌ ସମୟରେ ଏହାକୁ ଆପଣ ପ୍ରସ୍ତୁତ କରିନେବେ। ଜାଣନ୍ତୁ ଏହାକୁ କେମିତି ପ୍ରସ୍ତୁତ କରିବେ ଟମାଟୋ ଜୁସ୍‌।

ଜୁସ୍‌ ବନାଇବା ପାଇଁ ସାମଗ୍ରୀ

  • ୧ କପ୍‌ ପାଣି
  • ଗୋଟେ ଚିମୁଟାଏ ଲୁଣ
  • ୨ଟି ଟମାଟୋ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଟମାଟୋକୁ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
  2. ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ଏବଂ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  3. ଏବେ ଗ୍ରାଇଣ୍ଡିଂ ଜାରରେ ଗୋଟେ କପ୍‌ ପାଣିରେ ପକାଇ ଏହାକୁ ୪-୫ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ। ଯାହାଦ୍ୱାରା ଭଲଭାବେ ବନିଯିବ।
  4. ଏହାପରେ ଗୋଟେ ଗ୍ଲାସରେ ଏହାକୁ ବାହାର କରନ୍ତୁ ଏବଂ ତାଉପରେ ଲୁଣ ପକାଇ ଦିଅନ୍ତୁ।
  5. ଏହାକୁ ଗ୍ଲାସରେ ବାହାର କରି ଏହାକୁ ପିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.