Below header

ମହିଳାଙ୍କୁ ଶୋଇବା ପୂର୍ବରୁ ଏହି କାମ ନିଶ୍ଚୟ କରିବା ଉଚିତ, କେବେବି ହେବନି ଧନର ଅଭାବ

ଭାରତୀୟ ଘର ଗୁଡିକରେ କିଛି ଏମିତି ପରମ୍ପରା ରହିଛି, ଯାହାର ପାଳନ ଆମ ଆଇ ମା ଜେଜେ ମା କାଳରୁ କରାଯାଉଛି। କିନ୍ତୁ ଧିରେ ଧିରେ ଆଧୁନିକତାର ରଙ୍ଗରେ ନୂଆ ପିଢ଼ି ଏହି ପରମ୍ପରାକୁ ଦୂରେଇ ଦେଉଛନ୍ତି। ସେଥିପାଇଁ ତ ଆଜିକାଲି ଘରେ ପୂର୍ବ ଅପେକ୍ଷା ସେହିଭଳି ସ୍ନେହ, ପ୍ରେମ ଏବଂ ଧନର ଅଭାବ ଦେଖିବାକୁ ମିଳୁଛି। ପୂର୍ବରୁ ଜଣେ ରୋଜଗାର କରି ପୁରା ପରିବାର ଭଲରେ ଚଳୁଥିଲା କିନ୍ତୁ ଆଜି ପ୍ରାୟ ଘରର ସବୁ ସଦସ୍ୟ ରୋଜଗାର କରିବା ପରେ ବି ଘରେ କୌଣସି ନା କୌଣସି ଜିନିଷର ଅଭାବ ରହୁଛି।

ଯେଉଁ ଘରେ ମହିଳାମାନେ ରାତିରେ ଶୋଇବା ପୂର୍ବରୁ ଏହି କାମ କରନ୍ତି ତାଙ୍କ ଘରେ ସର୍ବଦା ଲକ୍ଷ୍ମୀ ବାସ କରନ୍ତି।

  1. ମୁଖ୍ୟଦ୍ୱାର ପାଖରେ ଡଷ୍ଟବିନ ରଖିବା ଦ୍ୱାରା ପଡୋସୀଙ୍କ ସହ ସମ୍ପର୍କ ଖରାପ ହୋଇଥାଏ ଏବଂ ଘରେ ଲକ୍ଷ୍ମୀଙ୍କର ପ୍ରବେଶ ହୋଇନଥାଏ।
  2. ସୂର୍ଯ୍ୟାସ୍ଥ ସମୟରେ ଯଦି କେହି ବାହାର ଲୋକ ଆପଣଙ୍କୁ କ୍ଷୀର କିମ୍ବା ଦହି ମାଗନ୍ତି ତାହେଲେ ତାଙ୍କୁ ଦେବା ଅନୁଚିତ। କାହିଁକିନା ଏହାଦ୍ୱାରା ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି।
  3. ଝାଡୁକୁ ଦକ୍ଷିଣ-ପଣ୍ଚିମ ଦିଗରେ ଲୁଚାଇ ରଖନ୍ତୁ।
  4. ଘରେ ବୈଭବ, ସମ୍ପନ୍ନତା ଏବଂ ଖୁସି ଆଣିବା ପାଇଁ ରାତିରେ ଶୋଇବା ପୂର୍ବରୁ ବାସନ ନିଶ୍ଚୟ ଧୋଇ ରୋଷେଇ ଘରକୁ ସଫା କରି ଶୋଇବା ଉଚିତ।
  5. ଶୋଇବା ପୂର୍ବରୁ କେଶ ଖୋଲନ୍ତୁନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.