ଶାଢ଼ୀ ପିନ୍ଧିବା ମହିଳାଙ୍କୁ କାହିଁକି ଅଧିକ ପସନ୍ଦ କରନ୍ତି ପୁରୁଷ

ଶାଢ଼ୀ କେବଳ ପୋଷାକ ନୁହଁ ଏହା ଏକ ଭାବନା। ଭାରତରେ ମହିଳାଙ୍କ ଶାଢ଼ୀ ପିନ୍ଧିବା ପ୍ରଥା ବହୁ ପୁରାତନ କାଳରୁ ଚାଲି ଆସୁଛି । ଦେବାଦେବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମହିଳା ଭାରତରେ ସମସ୍ତେ ଶାଢ଼ୀ ପିନ୍ଧିଥାନ୍ତି । ଏପରିକି ଏବେ ମଧ୍ୟ ପ୍ରାୟତଃ ସମସ୍ତଙ୍କ ଘରେ ମହିଳାଙ୍କୁ ଶାଢ଼ୀ ପିନ୍ଧିବାର ଆପଣ ଦେଖୁଥିବେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥାଏ ଭାରତରେ ପୁରୁଷ ମାନଙ୍କୁ ଶାଢ଼ୀ ପିନ୍ଧିଥିବା ମହିଳା ଅଧିକ ପସନ୍ଦ । ଆସନ୍ତୁ ଜାଣିବା ଏହାର କାରଣ ..

sarees

ପୁରୁଷ ମାନେ ସାଧାରଣତଃ ନିଜ ସାଥିଙ୍କୁ ମାଙ୍କ ସହ ତୁଳନା କରିଥାନ୍ତି । ସେ ତାଙ୍କ ମାଙ୍କୁ ପିଲାଟି ବେଳୁ ଶାଢ଼ୀ ପିନ୍ଧିଥିବାର ଦେଖିଥିବା ବେଳେ ତାଙ୍କ ପ୍ରେମିକାକୁ ଶାଢ଼ୀ ପିନ୍ଧିବା ଦେଖିଲେ ସେ ଅଧିକ ଆର୍କଷିତ ହୋଇଥାନ୍ତି ।

ସମସ୍ତ ମହିଳା ଯେତେ ଆଧୁନିକ ହୁଅନ୍ତୁ ନା କାହିଁକି ଶାଢ଼ୀ ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଇଥାନ୍ତି । ଏଣୁ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ସମୟରେ ମହିଳା ମାନେ ଶାଢ଼ୀ ପିନ୍ଧିଥାନ୍ତି । ପୂଜା ହେଉବା କୌଣସି ଅଫିସିଆଲ ପାର୍ଟି ମହିଳା ଶାଢ଼ୀ ପିନ୍ଧିବା ଦ୍ୱାରା ଭିନ୍ନ ଦେଖାଯିବା ସହ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲିଟିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.