ସକାଳୁ ସକାଳୁ ଥରିଲା ଉତ୍ତରକାଶୀ, ଭୂକମ୍ପ ଝଟକା ଅନୁଭୂତ

ଭୂକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ୩୩ କିମି ଦୂର ଉତ୍ତର ପଶ୍ଚିମରେ ରହିଛି ବୋଲି ଏନସିଏସ କହିଛି । ହାର ତୀବ୍ରତା ୨.୮ ହୋଇଥିବା ଜଣାପଡିଛି । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ । ସୂଚନା ମୁତାବକ, ଗୁରୁବାର ସକାଳ ୮.୩୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଉତ୍ତରକାଶୀରେ ଭୂକମ୍ପ ଝଟକା ଅନୁଭୂତ । ଏହାର ତୀବ୍ରତା ୨.୮ ହୋଇଥିବା ଜଣାପଡିଛି । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ । ସୂଚନା ମୁତାବକ, ଗୁରୁବାର ସକାଳ ୮.୩୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ୩୩ କିମି ଦୂର ଉତ୍ତର ପଶ୍ଚିମରେ ରହିଛି ବୋଲି ଏନସିଏସ କହିଛି ।

ତେବେ ଗତବର୍ଷ ଅକ୍ଟୋବରରେ ଉତ୍ତରକାଶୀରେ ୩.୨ ତୀବ୍ରତାର ଭୂକମ୍ପ ଆସିଥିଲା । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହା ପୂର୍ବରୁ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଭାଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତା’ ପୂର୍ବରୁ ନେପାଳରେ ୫୪ ମିନିଟରେ ୪ ଥର ଝଟକା ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.