ପୁଣି କରୋନା ନେଲା ମୁଣ୍ଡ, ଗୁଜୁରାଟରେ ଦୁଇ ବୟସ୍କଙ୍କ ଜୀବନ ନେଲା କରୋନା ଭାଇରସ, ଭାରତରେ ମୃତ୍ୟୁ ସଂଖ୍ୟା ହେଲା ୭

କେନ୍ୟୁଜ୍(ବ୍ୟୁରୋ):  ପୁଣି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା ଭାଇରସ, ସୁରଟ ଡାକ୍ତରଖାନାରେ ୬୯ବର୍ଷୀୟ ଜଣେ ବ୍ୟକ୍ତି ଓ ଗୁଜୁରାଟର ବଡଦୋରାରେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହିଳା ଜଣକ Covid-19ରେ ଆକ୍ରାନ୍ତ ଥିଲେ ମହିଳାଙ୍କ ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର ଖାନାରୁ ଜଣା ପଡିଛି। ଏହି ଦୁଇଜଣଙ୍କୁ ମିଶାଇ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ହେଲା ୮।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.