ଇଣ୍ଡୋନେସିଆରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୭

ଇଣ୍ଡୋନେସିଆରେ ଭୂମିକମ୍ପ । ୬.୭ ତୀବ୍ରତା ଭୂକମ୍ପରେ ଥରିଲା ତଲୌଦ ଦ୍ବୀପ ସମୂହ ଅଞ୍ଚଳ । ଭୋର ୨ଟା ୧୮ ମିନିଟରେ ଅନୁଭୂତ ହୋଇଥିଲା ଝଟକା ।

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପ । ୬.୭ ତୀବ୍ରତା ଭୂକମ୍ପରେ ଥରିଲା ତଲୌଦ ଦ୍ବୀପ ସମୂହ ଅଞ୍ଚଳ । ଭୋର ୨ଟା ୧୮ ମିନିଟରେ ଅନୁଭୂତ ହୋଇଥିଲା ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଥିଲା । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଇଣ୍ଡୋନେସିଆରେ ବାରମ୍ବାର ହେଉଛି ଭୂକମ୍ପ । ଗତ ସପ୍ତାହରେ ବି ସେଠାରେ ଭୂକମ୍ପ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.