Below header

ଯୋଧପୁର ଗାଁରେ ଖସି ପଡ଼ି ଜଳିଗଲା ଯୁଦ୍ଧ ବିମାନ

ଯୋଧପୁର (କନ୍ଯେୁଜ୍) : ଆକାଶରେ ଅଘଟଣ । ଉଡାଣର ୧୫ ମିନିଟ୍ ପରେ ଆକାଶରୁ ଖସି ପଡ଼ିଲା ବାୟୁସେନାର ବିମାନ MIG-27 । ରାଜସ୍ଥାନ ଯୋଧପୁରରେ ଦୁର୍ଘଟଣାଗ୍ରସ୍ତ ହଲୋ ଏହି ଯୁଦ୍ଧ ବିମାନ । ଦୁର୍ଘଟଣା ପରେ ସଂପୂର୍ଣ୍ଣ ଜଳି ଯାଇଛି MIG-27 । ବିମାନର ପାଇଲଟ ଓ କୋ-ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ଯୋଧପୁର ଦିବାଲିଆ ଗାଁର ଏକ ପଡ଼ିଆରେ ଏହି ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବାରୁ କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣା ପରେ ସନୋର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାୟୁସନୋ ପକ୍ଷରୁ କୁହାଯାଇଛି, ରୁଟିନ୍ ମିଶନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦଶେ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.