ନଦୀ ଗର୍ଭରେ ଲୀନ ହୋଇଗଲା ଜୀବଜନ୍ତୁଙ୍କ ଷ୍ଟାଚ୍ୟୁ , ଜାଣନ୍ତୁ କେଉଁଠି

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍) : ବନ୍ୟାରେ ନଦୀ ଗର୍ଭରେ ଲୀନ ହୋଇଗଲା ହାତୀ, ଜିରାଫ ପରି ଅନେକ ବଡ ବଡ ଜନ୍ତୁ। ହେଲେ ଏହା ଜୀବନ୍ତ ନୁହେଁ ମୂର୍ତ୍ତି। ଏହାସହିତ ବନ୍ୟା ପାଣିରେ ଭାସିଯାଇଛନ୍ତି ଗୌତମ ବୁଦ୍ଧ। ଚଳିତ ବର୍ଷ ବନ୍ୟା ପାଣି ଆସି ବୃଦ୍ଧି ପାଇଛି ବଂଶଧାର ନଦୀ ଜଳସ୍ତର। ଏହାର ପ୍ରଭାବରେ ପ୍ରଭାବିତ ହୋଇଛି ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ୍‌ ଠାରେ ଥିବା ପର୍ଯ୍ୟଟନସ୍ଥଳୀ। ବନ୍ୟାର ପ୍ରଭାବ ନଦୀକୂଳ ଖାଇଯାଇ ବିଭିନ୍ନ ମୂର୍ତ୍ତି ପାଣି ଭିତରେ ଲୀନ ହୋଇଯାଇଛନ୍ତି।

animal

ଦେଖନ୍ତୁ ଭିଡିଓ :

video courtesy : ANI