ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଜେପିର ନୂଆ ଯୋଜନା, ଆଜି ସଂଧ୍ୟାରେ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ନୂଆ ଯୋଜନା କରିଛି ବିଜେପି । ଆଜି ସଂଧ୍ୟା ୬ଟାରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ. ପି ନଡ୍ଡା ବଡୋଦରା ସ୍ୱାମୀ ନାରାୟଣ ମନ୍ଦିର ପଡ଼ିଆରେ ଜନ ଜାଗରଣ ଅଭିଯାନର ଶୁଭାରମ୍ଭ କରିବେ । ସାରା ଦେଶରେ ବିଜେପିର ଏହି ଅଭିଯାନ ୨୦ ଦିନ ଧରି ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.