Below header

ମହାରାଷ୍ଟ୍ର ଧୁଲେରେ କେମିକାଲ ଫ୍ୟାକ୍‌ଟ୍ରିରେ ଭୟଙ୍କର ବିସ୍ଫୋରଣ: ୮ ମୃତ, ୧୫ ଆହତ

ମହାରାଷ୍ଟ୍ର(କେନ୍ଯୁଜ୍): ମହାରାଷ୍ଟ୍ରରେ କେମିକାଲ ଫ୍ୟାକ୍‌ଟ୍ରିରେ ବିସ୍ପୋରଣରେ ୮ମୃତ। ଧୁଲେ ଜିଲ୍ଲାର ଶିରପୁର ଠାରେ ଥିବା ଏକ କେମିକାଲ ଫ୍ୟାକ୍‌ଟି୍ରରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୮ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି। ଫ୍ୟାକ୍‌ଟ୍ରିରେ ଶହେରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.