Below header

ଦେଖନ୍ତୁ ଥରେ ଏହି ଭିଡିଓ, କିପରି ଜଣେ ବ୍ଯକ୍ତିଙ୍କୁ ତଳେ କଚାଡି ପାଦରେ ଗୋଇଠା ମାରୁଛନ୍ତି ସଲମାନ୍ ଖାନ୍

ମୁମ୍ବାଇ: ବଲିଉଡ୍ ର ଦବଙ୍ଗ ଖାନ୍ କିଛି ଦିନ ହେବ ବହୁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗୋଟେ ପଟେ ସେ ଫିଲ୍ମ ଇନସାଅଲ୍ଲାହ ବନ୍ଦ ହେବାକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଅନ୍ଯପଟେ ଅପକମିଙ୍ଗ ଫିଲ୍ମ ଦବଙ୍ଗ-୩କୁ ନେଇ ମଧ୍ଯ ଆଲୋଚନାର ପରିସରକୁ ଆସିଛନ୍ତି । ଆଜ୍ଞା ହଁ ଫିଲ୍ମ ଦବଙ୍ଗ ୩ର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଲିକ୍ ହୋଇଯାଇଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Salman-Khanସଲମାନ୍ ଏବେ ସୁପରହିଟ୍ ଫିଲ୍ମ ସିରିଜ୍ ଦବଙ୍ଗର ୩ୟ ପାର୍ଟ ସୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଏମିତିରେ ସୁଟିଙ୍ଗ ସେଟରୁ ସଲମାନଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆକ୍ସନ୍ କରିଥିବାର ନଜର ଆସୁଛନ୍ତି ସଲମାନ୍ । ଏହି ଭିଡିଓ ଟିକଟକ୍ ଏବଂ ଇଷ୍ଟାଗ୍ରାମ୍ ରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନ୍ ଏକ ବ୍ୟକ୍ତିଙ୍କୁ ତଳେ କଚାଡି ପାଦରେ ଗୋଇଠା ମାରୁଥିବାର ଦେଖିବାକୁ ମଳିଛି ।

ଦେଖନ୍ତୁ ଭିଡିଓ:

 

View this post on Instagram

 

#dabangg3 shooting

A post shared by 💥Mr zeeshu 786💥 (@mr_zeeshu_786) on

ଅପରପକ୍ଷେ ଦବଙ୍ଗ-୩ ସେଟରୁ ଭିଡିଓ ଭାଇରାଲ ହେବା କୌଣସି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ବହୁ ଭିଡିଓ ଏବଂ ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । କହିବାକୁ ଗଲେ ସଲମାନ୍ ଜମାରୁ ଚାହୁଁନଥିଲେ କି ସୁଟିଙ୍ଗ ସେଟ୍ ରୁ ଆଉ କୌଣସି ବି ଭିଡିଓ କିମ୍ବା ଫଟୋ ତାଙ୍କର ଲିକ୍ ହେଉ । କିନ୍ତୁ ଏହାପରେ ମଧ୍ଯ ଯେହେତୁ ସେ ଚାହୁଁନଥିବା କଥା ହୋଇଛି, ଏଥିପାଇଁ ସଲମାନ୍ ସେଟରେ କିଛି ନିୟମ ଆଣିପାରନ୍ତି ବୋଲି ଆଲୋଚନା ହେଉଛି ।

ଏହାସହ ପଢନ୍ତୁ :

ପୁଣି ଭାଇରାଲ୍ ହେଲା ରାନୁଙ୍କ ଏହି ଭିଡିଓ : ଷ୍ଟେଜ୍ ସୋ’ରେ ଗାଇଲେ ଏମିତି ଗୀତ, ତାଳିରେ କମ୍ପି ଉଠିଲା ମାହୋଲ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.