Below header

ଭିଡିଓକନ୍‌ ଗ୍ରୁପ୍‌ ମୁଖ୍ୟ ବେଣୁଗୋପାଳ ଧୁତ ଗିରଫ

କେନ୍ୟୁଜ୍: ଭିଡିଓକନ୍‌ ଗ୍ରୁପ୍‌ ମୁଖ୍ୟ ଗିରଫ । ବେଣୁଗୋପାଳ ଧୁତଙ୍କୁ ଗିରଫ କରିଛି ସିବିଆଇ । ଆଇସିଆଇସିଆଇ ଭିଡିଓକନ୍‌ ଋଣ ଅନିୟମିତତା ମାମଲାରେ ବେଣୁଗୋପାଳ ଧୁତଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି ।

ପୂର୍ବରୁ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଥିଲା ସିବିଆଇ । ଭିଡିଓକୋନ୍‌ ଗ୍ରୁପକୁ ୩ ହଜାର କୋଟିର ଋଣ ଘୋଟାଲାରେ ବଢୁଛି ଗିରଫଦାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.