Below header

ଚେନ୍ନାଇର ଏଗମୋର ରେଲୱେ ଷ୍ଟେସନରୁ ଆରପିଏଫ୍ ଦ୍ବାରା ସନ୍ଦିଗ୍ଧ କୁକୁର ମାଂସ ଜବତ

ଚେନ୍ନାଇ(କେନ୍ଯୁଜ୍) : ୧୭ ନଭେମ୍ବର ଦିନ ରେଲୱେ ସୁରକ୍ଷା କର୍ମୀ ବା ଆରପିଏଫ୍ ମାନେ ଚେନ୍ନାଇର ଏଗମୋର ରେଲୱେ ଷ୍ଟେସନର ୫ ନମ୍ବର ପ୍ଳାଟଫର୍ମରେ ୧ହଜାର କିଲୋଗ୍ରାମ ମାଂସ ଏକ କପଡାରେ ଗୁଡାଇ ହୋଇଥିବାବେଳେ ଜବତ କରିଥିଲେ। ଉକ୍ତ କପଡାରେ ଥିବା ମାଂସ କୁରୁରର ମାଂସ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଏହାକୁ ସେହିଦିନ ସକାଳେ ଯୋଦ୍ଧପୁର ଏକ୍ସପ୍ରେସ ବଗିରୁ ଓହ୍ଲାଯାଇଥିଲା ।

dg2ଆରପିଏଫ୍ କର୍ମୀ ବିଶ୍ଳେଷଣ ପାଇଁ ୧୯ ନଭେମ୍ବର ଦିନ ପଶୁ ଡାକ୍ତରଖାନା କଲେଜରେ ଉକ୍ତ ମାଂସର ନମୁନା ପରୀକ୍ଷଣ ପାଇଁ ପଠାଇଛନ୍ତି । ଅଧିକାରୀ ମାନେ ଏହାକୁ କୁକୁର ମାଂସ ବୋଲି ଜାଣିପାରି ଏହାକୁ ଜବତ କରିଥିଲେ । ତଥାପି ସେମାନେ ଏହାର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.