Below header

ତୃତୀୟ ମହଲାରୁ ତଳକୁ ଖସିପଡିଲା ଏକ ଛୁଆ, ଆଉ ତାପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓ

କେନ୍ଦ୍ର ଶାସିତ ପ୍ରଦେଶ ଦାମନ ଏବଂ ଦୀୟୁ ରୁ ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ପାଖରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ଏକ କୋଠାର ତିନି ମହଲାରୁ ଗୋଟେ କୁନି ଛୁଆଟି ତଳକୁ ଖସିପଡୁଛି। ଯାହାକୁ ତଳେ ଠିଆ ହୋଇଥିବା କିଛି ଲୋକ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ଏହାସହ ପଢନ୍ତୁ:

ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡି ଦେଲେ ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

ତଳେ ଠିଆ ହୋଇଥିବା ଲୋକେ ହଠାତ୍ ଛୁଆଟିକୁ ତଳେ ପଡୁଥିବାର ଦେଖି ତାକୁ ଧରିପକାଉଛନ୍ତି । ଯାହାଫଳରେ ଛୁଆଟି ସୁରକ୍ଷିତ ଭାବେ ବଞ୍ଚିଯାଉଛି । ଏହି ଘଟଣା ପରେ ଛୁଆଟିର ବାପା ମାଙ୍କର ଖୁସିର ସୀମା କହିଲେ ନ ସରେ । ନିଜ ଛୁଆକୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସେମାନେ ଅଶେଷ ଅଶେଷ ଧନ୍ୟବାନ ଜ୍ଞାପନ କରିଛନ୍ତି ।

ଦେଖନ୍ତୁ ଭିଡିଓ:

video courtesy: aajtak.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.