କରୋନା କବଳରେ ସାରା ବିଶ୍ୱ, ଭାରତ ସମେତ ୬୦ଟି ଦେଶକୁ ମାଡ଼ିଲାଣି କରୋନା

କେନ୍ୟୁଜ ବ୍ୟୁରୋ: ସାରା ପୃଥିବୀକୁ ଗ୍ରାସିବାକୁ ବସିଲାଣି କରୋନା । ଏକମାତ୍ର ଆଣ୍ଟାର୍କଟିକାକୁ ଛାଡି ଅନ୍ୟ ସବୁ ମହାଦେଶକୁ ବ୍ୟାପିଛି କରୋନା । ଭାରତ ସମେତ ୬୦ଟି ଦେଶକୁ ମାଡ଼ିଲାଣି କରୋନା । କରୋନା ଯୋଗୁ ଏବେ ବିଶ୍ୱବ୍ୟାପୀ ପର୍ଯ୍ୟଟନ ଏକ ପ୍ରକାର ଠପ୍‌ ହେବାକୁ ବସିଲାଣି । କରୋନା ପ୍ରଭାବିତ ଦେଶ ନିଜ ନିଜର ନାଗରିକଙ୍କୁ ପର୍ଯ୍ୟଟନରେ ନଯିବାକୁ ପରାମର୍ଶ ଦେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.