କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ନିଧନ, ହାସଲ କରିଥିଲେ ଓସ୍କାର ଆଓ୍ଵାର୍ଡ

ଚର୍ଚ୍ଚିତ କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ନିଧନ। ଦୀର୍ଘଦିନ ହେବ ସେ ରୋଗାକ୍ରାନ୍ତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ସବୁବେଳେ ବିଜୟ ହାସଲ କରୁଥିବା ପ୍ରଥମ ଭାରତୀୟ ଥିଲେ। ତାଙ୍କ ନିଧନ ଖବର ତାଙ୍କ ଝିଅ ଏକ ଜାତୀୟ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି।

ଭାନୁ ଆଥେୟା ରିଚାର୍ଡ ଏଟନବରୋ ଫିଲ୍ମ ‘ଗାନ୍ଧୀ’ ପାଇଁ ଓସ୍କାର ଆଓ୍ଵାର୍ଡ ଜିତିଥିଲେ। ଭାନୁ ଅଥେୟା ଅମିର ଖାନଙ୍କ ‘ଲଗାନ’ ଏବଂ ଶ୍ରୀଦେବୀଙ୍କ ‘ଚାନ୍ଦନୀ’ ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.