Below header

ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମିଳିଲା ହୋଲି ଉପହାର, ବଢ଼ିଲା ଦରମା

ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ (ଏନଏଚଏମ) କାର୍ଯ୍ୟକ୍ରମ ଦ୍ବାରା ଦିଲ୍ଲୀର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ହୋଲିରେ ଉପହାର ମିଳିଛି। ଏନଏଚଏମ କର୍ମଚାରୀଙ୍କର ଦିଲ୍ଲୀ ସରକାର ହୋଲି ପୂର୍ବରୁ ଦରମା ବଢ଼ାଇବାର ଉପହାର ଦେଇଛନ୍ତି। ଏନଏଚଏମ ଅଧ୍ୟକ୍ଷ ଭାବନା କହିଛନ୍ତି ଯେ ସରକାର ଏନଏଚଏମ୍ ଏବଂ ପାରାମେଡିକାଲ କର୍ମଚାରୀଙ୍କର ଦରମାକୁ ବୃଦ୍ଧି କରିଛନ୍ତି।

ଏନଏଚଏମରେ ଆଡମିନ କର୍ମଚାରୀଙ୍କୀ ଦରମା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ସେହିଭଳି ପାରାମେଡିକାଲଙ୍କ ଦରମା ୨୫ ପ୍ରତିଶତ ବଢ଼ାଇଛନ୍ତି। ଏପ୍ରିଏ ୨୧୦୭ରୁ ଲାଗୁ କରାଯାଇଛି। କର୍ମଚାରୀଙ୍କୁ ୨ ବର୍ଷର ଏରିୟର ମଧ୍ୟ ପେମେଣ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.