Below header

ମତଦାନ କଲେ ମହାରାଷ୍ଟ୍ର ଓ ହରିଆଣାର ଦୁଇ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍: ମତଦାନ କଲେ ୨ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନାଗପୁରର ଏକ ବୁଥରେ ମୁଖ୍ୟମନ୍ତ୍ରୀ ଫଡନଭିସ, ପତ୍ନୀ ଅମୃତା ଓ ତାଙ୍କ ମା ସରିତାଙ୍କ ସହ ଯାଇ ମତଦାନ କରିଛନ୍ତି। ହରିଆଣାର କର୍ଣ୍ଣାଲରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଖଟ୍ଟର ସାଇକେଲରେ ବୁଥକୁ ଯାଇ ଭୋଟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.