ମ୍ୟାଚ୍‌ ଚାଲିଥିବା ବେଳେ ଗ୍ୟାଲେରୀରେ ବସି କପଲ୍‌ କଲେ ଏଭଳି କାମ, ମ୍ୟାଚ୍‌ ଛାଡ଼ି ଦେଖିବାକୁ ଲାଗିଲେ ଦର୍ଶକ

କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବେଳେବେଳେ ଏମିତି କିଛି ଘଟଣା ଘଟିଥାଏ, ସେହି ସମୟରେ ମ୍ୟାଚ୍‌ଠାରୁ ଅଧିକ ସେହି ଘଟଣାକୁ ନେଇ ଚର୍ଚ୍ଚା ଚାଲେ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଦର୍ଶକ ମ୍ୟାଚ୍‌ ଛାଡ଼ି ଏହି କପଲ୍‌ଙ୍କୁ ଦେଖିବାରେ ଲାଗିଥିଲେ।

match1

match3

ଓ୍ଵାର୍ଲ୍ଡ କପ୍‌ ୨୦୧୯ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ରେ ଏକ ଘଟଣା ଦେଖିବାକୁ ମିଳିଥିଲା। ଘଟଣାଟି କ୍ୟାମେରାରେ ରେକର୍ଡ ହୋଇଗଲା। ଏହାପରେ ଆଖପାଖରେ ବସିଥିବା ସମସ୍ତ ଦର୍ଶକ ସେମାନଙ୍କୁ ଦେଖି ମଜା ନେଇଥିଲେ।

ଏହାସହ ପଢ଼ନ୍ତୁ: ନାତୁଣୀ ସହ ଜମେଇକି ନାଚିଲେ ଜେଜେମା’, ସୋସିଆଲ ମିଡିଆରେ ଧୂମ୍ ମଚାଉଛି ଭାଇରାଲ ଭିଡିଓ

ଏହି ଘଟଣା ଏତେ ରୋମାଣ୍ଟିକ୍‌ ଥିଲା ଯେ ମ୍ୟାଚ୍‌ ସମୟରେ ଅନେକ ଥର ସ୍କ୍ରୀନ୍‌ ଉପରେ ଘଟଣାକୁ ଡିସ୍‌ପ୍ଲେ କରାଯାଇଥିଲା। ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରୋପୋଜ କରିଥିଲେ। ଏହାପରେ ଯୁବତୀ ଜଣକ ସେହି ଯୁବକଙ୍କୁ ଆଲିଙ୍ଗନ କରିଥିଲେ।

Leave A Reply

Your email address will not be published.