ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନରେ ଏବିଭିପିର ବାଜିମାତ, ୪ଟି ପଦବୀରୁ ୩ଟିରେ ଏବିଭିପି ପ୍ରାର୍ଥୀ ବିଜୟୀ

ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନରେ ଏବିଭିପିର ବାଜିମାତ। ୩ଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିକରେ NSUI ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନରେ ଏବିଭିପିର ବାଜିମାତ। ୩ଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିକରେ NSUI ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏବିଭିପିର ତୁଷାର ଦେଢ଼ା ସଭାପତି ପଦରେ ବିଜୟୀ ହୋଇଛନ୍ତି। NSUIର ହିତେଶ ଗୁଲିଆଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

ସେହିଭଳି ଛାତ୍ର ସଂଗଠନର ସଂପାଦକ ଭାବେ ଏବିଭିପି ପ୍ରାର୍ଥୀ ଅପରାଜିତା ବିଜୟୀ ହୋଇଛନ୍ତି। NSUI ପ୍ରାର୍ଥୀ ଉପସଭାପତି ପଦରେ ବିଜୟୀ ହୋଇଛନ୍ତି। ଗତକାଲି ନିର୍ବାଚନ ହୋଇଥିଲା। ଦିଲ୍ଲୀ ୟୁନିଭର୍ସିଟିରେ ଏବିଭିପି ଓ NSUI ମଧ୍ୟରେ ସବୁବେଳେ ପ୍ରତିଦ୍ବନ୍ଦିତା ହୋଇଥାଏ। ୪ଟି ପଦବୀ ପାଇଁ ୨୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.