କାହ୍ନା ରାଷ୍ଟ୍ରୀୟ ଉଦ୍ୟାନରେ ଦୁଇ ବାଘଙ୍କ ଭିତରେ ହେଲା ଘମାଘୋଟ ଲଢେଇ, ଥରେ ଦେଖନ୍ତୁ ଏହି ଭିଡିଓ

ଭୋପାଳ: କାହ୍ନା ରାଷ୍ଟ୍ରୀୟ ଉଦ୍ୟାନର ସରହି ଜୋନ୍ ରେ ଦୁଇଟି ବାଘ ଭିତରେ ଘମାଘୋଟ ଲଢେଇର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କୁହାଯାଉଛି କି, ଟି-୬୭ ଏବଂ ଏମ୍୩ ନାମକ ଦୁଇ ବାଘଙ୍କୁ କିସଲି ତଥା ସରହି ଜୋନ୍ ରେ ଦେଖିବାକୁ ମିଳିଥାଏ । ଏମାନେ ଗତ କିଛି ଦିନ ଭିତରେ ଏପରି ମୁହାଁମୁହିଁ ହେଉଥିବା ଶୁଣାବାକୁ ମିଳୁଛି ।

ଦେଖନ୍ତୁ ଏହି ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.