ଏହି ଦେଶରେ ଯଦି ଭୁଲରେ ବି ଟଙ୍କା ଉପରେ ପଡିଯାଏ ପାଦ, ତେବେ ମିଳିଥାଏ ୧୫ବର୍ଷର ଜେଲଦଣ୍ଡ

ଦୁନିଆରେ ଏଭଳି କିଛି ଦେଶ ରହିଛି, ଯାହାର ଆଇନ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ସାଧାରଣତଃ ଲୋକମାନେ ଯେଉଁ ଜିନିଷ ଉପରେ ଖାସ୍ ଧ୍ୟାନ ଦେଇନଥାନ୍ତି, ସେହି ଜିନିଷ ବେଳେ-ବେଳେ ଅପରାଧ ଶ୍ରେଣୀରେ ଆସିଥାଏ ଏବଂ ଏଥିପାଇଁ ଲୋକମାନଙ୍କୁ ଜେଲଦଣ୍ଡ ମିଳିବା ବା ଜରିମନା ଦେବାକୁ ପଡ଼ିଥାଏ। ଏଭଳି ଏକ ଦେଶ ହେଉଛି ଥାଇଲାଣ୍ଡ, ଯେଉଁ ଦେଶରେ କୌଣସି ବ୍ୟକ୍ତିଙ୍କ ପାଦ ଯଦି ଭୁଲରେ ଟଙ୍କା ଉପରେ ପଡ଼ିଯାଏ, ତେବେ ସେହି ବ୍ୟକ୍ତିଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.