Below header

ବେଙ୍ଗାଲୁରୁରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ

ବେଙ୍ଗାଲୁରୁ, (କେ ନ୍ୟୁଜ୍‌) : ଆଜି ୫ମ ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ ଭଳି ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ବେଙ୍ଗାଲୁରୁ ଶୋଭା ଲେକଭିୟୁ କ୍ଲବ ହାଉସ ଠାରେ ଯୋଗ ଦିବସ ପାଳନ ଅବସରରେ ଅନେକ ଲୋକ ସାମିଲ ହୋଇଥିଲେ । ଯୋଗାଳୟର ଯୋଗ ଶିକ୍ଷକ ଆତ୍ମବନାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.