Below header

ଆମେରିକା ପାଇଁ କାମ କରୁଥିବା ୧୭ ଗୁପ୍ତଚରଙ୍କୁ ଧରିଲା ଇରାନ୍

ଇରାନ : ଆମେରିକା ପାଇଁ କାମ କରୁଥିବା ୧୭ ଗୁପ୍ତଚରଙ୍କୁ ଧରିଲା ଇରାନ । ସିଆଇଏ ପାଇଁ କାମ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିବା ଇରାନ ତରଫରୁ କୁହାଯାଇଛି । ଏହି ୧୭ ଜଣଙ୍କ ମଧ୍ୟରୁ କିଛି ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିବା ଇରାନ ମିଡିଆରେ ଖବର ପ୍ରକାଶ ପାଇଛି। ଗତ ତିନି ମାସ ହେଲା ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.