ସିବିଏସ୍‌ଇ ପରେ ବାତିଲ୍‌ ହେଲା ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସ୍‌ଇ ପରେ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ । ସୂଚନା ଦେଲେ ସିଆଇଏସ୍‌ସିଇ ଅଧ୍ୟକ୍ଷ ଡକ୍ଟର ଜି ଇମାନୁଏଲ୍‌ । ଚୂଡ଼ାନ୍ତ ପରୀକ୍ଷା ଫଳ ନେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।

ଦେଶର କରୋନା ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରାଥମିକତା ଦେଇ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.