Below header

ଇତିହାସ ରଚିଲା ଇସ୍ରୋ: ଲଞ୍ଚ କଲା ସବୁଠୁ ଛୋଟ ରକେଟ୍ SSLV-D2

ନୂଆଦିଲ୍ଲୀ: SSLV ଲଞ୍ଚ କଲା ଇସ୍ରୋ । ଶ୍ରୀହରିକୋଟା ସତିଶ ଧଓ୍ଵନ ସ୍ୱେଶ ସେଣ୍ଟରରୁ ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ ତଥା SSLV -D2 ଲଞ୍ଚ କଲା ଇସ୍ରୋ। ଇସ୍ରୋର ସବୁଠୁ ଛୋଟ ରକେଟ SSLV -D2 । ଲଞ୍ଚିଙ୍ଗ ୯ଟା ୧୮ ମିନିଟରେ ହୋଇଛି । ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ ଇସ୍ରୋର ଇଓଏସ୍-୦୭, ଆମେରିକା ସ୍ଥିତ ଫର୍ମଆଣ୍ଟାରିସ୍ ଜାନୁସ୍-୧. ସ୍ପେଶ୍ କିଡଜର ଅଜାଦି ସାଟ୍ ୪୫୦ କିଲୋମିଟର ଦୂରରେ ସ୍ଥାପନ କରିବାର ସୂଚନା ରହିଛି ।ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ । ପୂର୍ବରୁ ପ୍ରଥମ ପରୀକ୍ଷଣ ଫେଲ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.