Below header

ହାଡଭଙ୍ଗା ଜାଡ଼ରେ କବାଡି ଖେଳ, ITBP ଯବାନଙ୍କ ଭିଡିଓ ଦେଖିଲେ ଦେହରେ ଆସିଯିବ ଜୋଶ୍

କେନ୍ୟୁଜ୍(ବ୍ୟୁରୋ): ବରଫ ଉପରେ କବାଡ଼ି ଖେଳ । ମାଇନସ ଡିଗ୍ରୀ ତାପମାତ୍ରାରେ କବାଡି ଖେଳ । ପୂର୍ବରୁ ମାଟିରେ କବାଡି ଖେଳ ଦେଖାଯାଉଥିବା ବେଳେ ଏବେ ବରଫ ଉପରେ କବାଡି । ସେ ପୁଣି ଭାରତ-ଚୀନ ସୀମାରେ । ବରଫ ଉପରେ ଖେଳିଲେ ITBP ଯବାନ । ସୀମାରେ ନିୟୋଜିତ ହୋଇଥିବା ଯବାନ ଖେଳୁଛନ୍ତି ।

ଦେଶ ସୁରକ୍ଷାରେ ଥିବା ବେଳେ ନିଜକୁ ଚଳଚଞ୍ଚଳ କରିବାକୁ ଖେଳୁଛନ୍ତି କବାଡ଼ି । ହିମାଚଳ ପ୍ରଦେଶରେ ପ୍ରତିକୂଳ ପରିସ୍ଥିତିରେ ଦେଶ ସେବାରେ ଲାଗଛନ୍ତି ଭାରତୀୟ ଯବାନ । କିଛି ମୁହୂର୍ତ୍ତ ପାଇଁ କବାଡି ଖେଳୁଛନ୍ତି ITBP ଯବାନ । ହିମାଚଳ ପ୍ରଦେଶର ଏହି କବାଡ଼ି ଖେଳ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.