ଲଦାଖରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ଆଇଟିବିପିର ଯବାନ

ଲଦାଖ: ଲଦାଖରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ଆଇଟିବିପିର ଯବାନ । ଜାତୀୟ ପତାକା ଧରି ଫ୍ରୋଜନ୍‌ ଓ୍ଵାଟରରେ ଜାତୀୟ ପତାକା ଧରି ଚାଲି ଚାଲି ଯାଇଥିଲେ ଯବାନମାନେ ।

୧୪ ହଜାର ଫୁଟ୍‌ ଉପରେ ଲଦାଖର ଆଉଟ୍‌ ପୋଷ୍ଟରେ ଆଇଟିବିପିର ଯବାନମାନେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ଯବାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଜୋଶ୍‌ ଦେଖିବାକୁ ମିଳିଥିଲା । ଯବାମମାନେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍‌ର ନାରା ଲାଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.