କରୋନା, ହନ୍ତା ପରେ ଏବେ ଚୀନରେ ପହଞ୍ଚିଲା ଆଉ ଏକ ଘାତକ ଭାଇରସ, ନେଇଥିଲା ୩ ହଜାରରୁ ଊର୍ଦ୍ଧ୍ଵ ଜୀବନ

ସାରା ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଭାଇରସର ଶିକାର ହୋଇଥିବା ଚୀନର ସମସ୍ୟା ଥମିବାର ନାଁ ନେଉନି। ପ୍ରଥମେ କରୋନା ଭାଇରସ ତା’ ପରେ ହନ୍ତା ଭାଇରସ ଆସି ଚୀନର ଅର୍ଥନୀତିକୁ ଧୂଳିସାତ କରିଥିବା ବେଳେ ଏବେ ଆଉ ଏକ ଭାଇରସ ଚୀନରେ ଆତଙ୍କ ଖେଳାଇଛି। ଏହି ଭାଇରସ ଯୋଗୁ ଚୀନରେ ଟନ ଟନ ଫସଲ ନଷ୍ଟ କରିବାକୁ ପଡ଼ିଛି।

Maize Mosaic Virus - an overview | ScienceDirect Topics

ଚୀନର ଏକ ଖବରକାଗଜ ମୁତାବକ ଚିଲିରୁ ପ୍ରାୟ ୪ ଟନ ମକା ବୀଜ ଆମଦାନୀ କରାଯାଇଥିଲା। ଚୀନରେ ଏହି ବୀଜ ପହଞ୍ଚିବା ପରେ ସଂଘାଇର କଷ୍ଟମ ଅଫିସର ଜାଣିବାକୁ ପାଇଥିଲେ ଯେ ଏଥିରେ ମାରାତ୍ମକ ଭାଇରସ ରହିଛି। ମେଜ ଡୁଆରଫ ମୌଜେକ ନାମକ ଏହି ଭାଇରସ ସମସ୍ତ ଫସଲକୁ ନଷ୍ଟ କରିଦେବ ବୋଲି ଜାଣିବା ପରେ ଚୀନ ସମସ୍ତ ବୀଜକୁ ନଷ୍ଟ କରିଦେଇଛି।

China Factories Face Cancelled Orders, Declining Exports Amid ...

ପୂର୍ବରୁ ମଧ୍ୟ ଚୀନ ଏହି ଭାଇରସକୁ ସାମ୍ନା କରିସାରିଛି। ଗତ ବର୍ଷ ନଭେମ୍ବର ମାସରେ ବୁହାନରେ ଏହି ଭାଇରସ ଯୋଗୁ ୩,୩୩୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ଗତ ବୁଧବାର ଦିନ ବୁହାନ ସହରରୁ ଲକଡାଉନ ହଟିବା ପରେ ଏବେ ଜନଜୀବନ ସ୍ୱାଭାବିକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.