Below header

ଇଏ ହେଉଛି ରାଜନୀତି : କେନ୍ଦ୍ର ପାଳିଲା ପରାକ୍ରମ ଦିବସ, ମମତା ପାଳିଲେ ଦେଶ ନାୟକ ଦିବସ

କୋଲକାତା: ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନକୁ ଦେଶନାୟକ ଦିବସ ଭାବେ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ କୋଲକାତାରେ ପଦଯାତ୍ରା କରୁଛନ୍ତି ।

ପାଖାପାଖି ୮ କିଲୋମିଟର ପଦଯାତ୍ରା କରିବେ ମମତା ବାନାର୍ଜୀ । ନେତାଜୀଙ୍କ ଜନ୍ମ ଦିନ ୧୨ଟା ୩୦ରେ ହୋଇଥିବାରୁ ଏହି ସମୟରୁ ପଦଯାତ୍ରା ଆରମ୍ଭ ହୋଇଛି । ପଦଯାତ୍ରାରେ ମମତାଙ୍କ ସହ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.