ଗଂଜାମ ଚିକିଟି ପେଣ୍ଠ ଶିବାଜୀ ଜୁଏଲର୍ସରୁ ସଟର ତାଲା ଭାଙ୍ଗି ଚୋରି ଅଭିଯୋଗ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମକୁ ନେଇ ଚାଲିଛି ଖୋଳତାଡ

ଗଂଜାମ : ଗଂଜାମ ଜିଲ୍ଲା ଚିକିଟି ପେଣ୍ଠ ଶିବାଜୀ ଜୁଏଲର୍ସରେ ଚୋରି ଅଭିଯୋଗ ହୋଇଛି । ଦୋକାନ ବନ୍ଦ ଥିବା ଅବସ୍ଥାରେ ସମ୍ମୁଖ ସଟର ତାଲା ଭାଙ୍ଗି ଚୋର ପଶିଥିବା ସୂଚନା ମିଳିଛି । ତେବେ ସୁନା ଲକ୍କରେ ରହିଥିବା ଯୋଗୁଁ ଚୋରୀ ହୋଇଛି କି ନାହିଁ ଜଣାପଡିନାହିଁ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି କେ. ନୁଆଗାଁ ଥାନା ଆଇଆଇସି ।

ଅପରପକ୍ଷରେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସ୍ ର ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.