Browsing Tag

Jewellery

‘ମିସ୍ ୱାର୍ଲ୍ଡ ୨୦୨୪’ ଇଭେଣ୍ଟରେ ଶାହଜହାଁଙ୍କ ଅଳଙ୍କାର ପିନ୍ଧିଲେ ନିତା ଅମ୍ବାନୀ, ଦାମ ଶୁଣିଲେ ଉଡିଯିବ…

ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବ୍ୟବସାୟୀ ନିତା ଅମ୍ବାନୀ ନିଜ ଲୁକସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ତେବେ ବର୍ତ୍ତମାନ ତାଙ୍କୁ ୨୦୦ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିବାର ଦେଖାଯାଇଛି । ନିକଟରେ ନୀତା ଅମ୍ବାନୀ 'ମିସ୍ ୱାର୍ଲ୍ଡ ୨୦୨୪' ରେ ପହଞ୍ଚିଥିଲେ । ଯେଉଁଠାରେ ସେ…

ସୁନା ଠାରୁ ମଧ୍ୟ ମହଙ୍ଗା ଏହି ଜିନିଷର ଅଳଙ୍କାର, ଜାଣନ୍ତୁ କ’ଣ?

ଅଳଙ୍କାର ସମ୍ବନ୍ଧୀୟ କଥା ଆସିଲେ ଆପଣଙ୍କ ମନରେ ପ୍ରଥମେ ନିଶ୍ଚୟ ସୁନା କିମ୍ବା ହୀରା ଆସୁଥିବ। କଣ ଆପଣ ଜାଣିଛନ୍ତି କି, ଅଳଙ୍କାର ତିଆରି କରିବା ପାଇଁ ଆଉ ଏକ ଜିନିଷ ମଧ୍ୟ ଅଛି । ବିଦେଶରେ ଏହି କାରବାର ବହୁତ ପରିମାଣରେ କରାଯାଏ । କିନ୍ତୁ ଭାରତରେ ଏହା ବେଆଇନ ଅଟେ । ଭାରତରେ ଲୋକ ଏହି…

ଦିଲ୍ଲୀରେ ବଡ଼ ଧରଣର ଚୋରି; କାନ୍ଥ କଣା କରି ଜୁଏଲେରୀ ଶୋ’ରୁମ୍‌ରେ ପଶିଲେ ଚୋର, ନେଇଗଲେ ୨୫ କୋଟିର ଅଳଙ୍କାର

ଦିଲ୍ଲୀର ଜଙ୍ଗପୁରାରେ ଏକ ଜୁଏଲେରୀ ଶୋ’ରୁମ୍‌ରୁ କୋଟି କୋଟି ଟଙ୍କାର ଚୋରି ହୋଇଛି। ଶୋ’ରୁମ୍‌ ମାଲିକଙ୍କ ମୁତାବକ, ଚୋରମାନେ ଦୋକାନରେ ପଶି ପାଖାପାଖି ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଏହି ଶୋ’ରୁମ୍‌ ଉମ୍‌ରାଓ ସିଂ ଓ ମହାବୀର ପ୍ରସାଦ ଜୈନଙ୍କର। ଦୋକାନରେ…

ସୁନା-ରୁପା ହଜିଗଲେ ଶୁଭ ଅଶୁଭ ଜାଣନ୍ତି କି, ଜାଣନ୍ତୁ କ’ଣ ହଜିଲେ ଶୁଭ ଓ କ’ଣ ହଜିଲେ ଅଶୁଭ

କୌଣସି ଧାତୁ ଦ୍ରବ୍ୟ ପାଇବା ବା ହଜିବା ଶୁଭ କିମ୍ବା ଅଶୁଭ ହୋଇଥାଏ ବୋଲି ଧର୍ମ ଗ୍ରନ୍ଥରେ କୁହାଯାଇଛି | ଶକୁନ ଶାସ୍ତ୍ରରେ ଏ ସମ୍ପର୍କରେ ବହୁତ କିଛି କୁହାଯାଇଛି | ଆସନ୍ତୁ ଜାଣିବା ସୁନା-ରୁପା ହଜିଲେ ଓ ପାଇଲେ କି ଶୁଭ କିମ୍ବା ଅଶୁଭ ହୋଇଥାଏ | ସୁନା-ରୁପା ସମ୍ପର୍କୀତ ଶୁଭ -ଅଶୁଭ…

ଭକ୍ତ ମାନେ ଏହି ମନ୍ଦିରକୁ ଯିବାମାତ୍ରେ ହୁଅନ୍ତି ଧନୀ, ଏଠାରେ ପ୍ରସାଦ ଆକାରରେ ମିଳିଥାଏ ସୁନା ଓ ରୁପାର ଅଳଙ୍କାର

ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି ,ଦେଶରେ କୌଣସି ଗ୍ରାମ ନାହିଁ ଯେଉଁଠି ଆପଣ ମନ୍ଦିର ପାଇବେ ନାହିଁ । ଏଥିମଧ୍ୟରୁ ଅନେକ ମନ୍ଦିର ଅଛି ଯାହା ନିଜ ଭିତରେ ଅନେକ ପ୍ରକାରର ରହସ୍ୟ ସଂଗ୍ରହ କରିରଖିଛି । ଏହା ବ୍ୟତୀତ ସମସ୍ତ ମନ୍ଦିରରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ଏବଂ ସେମାଙ୍କର ମହତ୍ୱ ରହିଛି।…

ଗଂଜାମ ଚିକିଟି ପେଣ୍ଠ ଶିବାଜୀ ଜୁଏଲର୍ସରୁ ସଟର ତାଲା ଭାଙ୍ଗି ଚୋରି ଅଭିଯୋଗ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମକୁ…

ଗଂଜାମ : ଗଂଜାମ ଜିଲ୍ଲା ଚିକିଟି ପେଣ୍ଠ ଶିବାଜୀ ଜୁଏଲର୍ସରେ ଚୋରି ଅଭିଯୋଗ ହୋଇଛି । ଦୋକାନ ବନ୍ଦ ଥିବା ଅବସ୍ଥାରେ ସମ୍ମୁଖ ସଟର ତାଲା ଭାଙ୍ଗି ଚୋର ପଶିଥିବା ସୂଚନା ମିଳିଛି । ତେବେ ସୁନା ଲକ୍କରେ ରହିଥିବା ଯୋଗୁଁ ଚୋରୀ ହୋଇଛି କି ନାହିଁ ଜଣାପଡିନାହିଁ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ…

ନିଜ ଗହଣା ବିକି ଘର ଚଳାଉଛନ୍ତି ଟେଲିଜଗତର ଏହି ଖ୍ୟାତନାମା ଅଭିନେତ୍ରୀ, ଜାଣନ୍ତୁ ଏହା ପଛର କାରଣ

ଟିଭି ପରଦାରେ ଆପଣ ନିଶ୍ଚିତ ରୂପେ ଏହି ଅଭିନେତ୍ରୀ ଜଣଙ୍କୁ ଦେଖିଥିବେ । ଏ ହେଉଛନ୍ତି ନୁପୁର ଅଳଙ୍କାର । ସେ ଅଗଲେ ଜନମ ମୋହେ ବିଟିଆ କିଜୋ, ଘର କି ଲକ୍ଷ୍ମୀ ବେଟିୟା, ଫୁଲବା, ସ୍ଵରାଗିଣି ପରି ଲୋକ ପ୍ରିୟ ସିରିଏଲ ଗୁଡିକରେ ଜବରଦସ୍ତ ଅଭିନୟର ଯାଦୁ ଦେଖେଇସାରିଛନ୍ତି । କିନ୍ତୁ ଆପଣ…

ଘର ଖୋଳୁଥିବା ବେଳେ ପାଇଲେ ୨୫ ଲକ୍ଷ ଟଙ୍କାର ଗହଣା କିନ୍ତୁ ରଖିପାରିଲେ ନାହିଁ

ହାରଦୋଇରେ ଜଣେ ବ୍ୟକ୍ତି ନିଜ ଘର କରିବା ପାଇଁ ଖୋଳୁଥିବା ବେଳେ ୨୫ ଲକ୍ଷ ଟଙ୍କା ଗହଣା ପାଇଥିଲେ। କିନ୍ତୁ ତାଙ୍କ ପାଖରେ ଏହି ଗହଣାର କୌଣସି ସଠିକ କାଗଜପତ୍ର ନଥିବାରୁ ଏହାକୁ ରଖିପାରିନାହାନ୍ତି। ଏହାକୁ ପୋଲିସ ଜବତ କରିନେଇଛି। ଉକ୍ତ ଗହଣା ମଧ୍ୟରେ ୬୫୦ ଗ୍ରାମ ସୁନା ଏବଂ ୪.୩ କେଜି ରୂପା…

ଆଶ୍ଚର୍ଯ୍ଯ . . . ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ ପେଟରୁ ଏହି ସବୁ…