ମୁଁ ମରିବି ତ ସମସ୍ତଙ୍କୁ ମାରିବି, କରୋନା ସଂକ୍ରମିତ ମୂଷାମାଂସ ଧରି ଏୟାରପୋର୍ଟରେ ବୁଲିଲେ ଏହି ବ୍ୟକ୍ତି

ସାରା ଦୁନିଆରେ କରୋନା ଭାଇରସର ଆତଙ୍କ ବଢି ବଢି ଚାଲିଛି । ଡାକ୍ତରମାନେ ଏହାର ଟୀକା ଖୋଜି ଖୋଜି ମଧ୍ୟ ନୟାନ୍ତ ହୋଇ ପଡିଲେଣି । ଏବେ ଧୀରେ ଧୀରେ ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ସୂଚନା ଅନୁଯାୟୀ ଏହି ଦେଶରେ ଏପରି ଅନେକ ମାମଲା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ନିଜେ ଏହି ଭାଇରସକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଭାଇରସରେ ସଂକ୍ରମିତ ହୋଇଥିବା ଲୋକ କେଉଁଠି ଅନ୍ୟ ଉପରେ ଥୂକିବାର ନଜର ଆସୁଛି ତ କିଏ ଏହି ସଂକ୍ରମଣକୁ ଲୁଚାଇ ଅନ୍ୟକୁ ଇନଫେକ୍ଟ କରିବା ପାଇଁ ଚେଷ୍ଟା କରୁଛି । ବର୍ତ୍ତମାନ ଚୀନର ବୁହାନ ଏୟାରପୋର୍ଟରେ ଜଣେ ବ୍ୟକ୍ତି ମୂଷାର ମାଂସ ସହିତ ଧରା ପଡିଛନ୍ତି ଯେଉଁ ମାଂସଟି କରୋନା ଭାଇରସ ସଂକ୍ରମିତ ଅଛି ।

जब उसके बैग की जांच की गई तो उसमे से 780 ग्राम चूहे का मांस मिला। इसे सूखा दिया गया था

ଚୀନର ୱେବସାଇଟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ଏହି ଭାଇରସକୁ ଅନ୍ୟକୁ ଟ୍ରାନ୍ସଫର କରିବାପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଚୀନରେ କରୋନାଭାଇରସ ନିଜର ବଂଶବୃଦ୍ଧି କରିବାରେ ଲାଗିଛି । ବର୍ତ୍ତମାନ ଏହା ଦୁନିଆର ଅନେକ ଦେଶକୁ ନିଜ କବଜାରେ ନେଇ ସାରିଲାଣି । ନିକଟରେ ଚୀନର ବୁହାନ ଏୟାରପୋର୍ଟରେ ଜଣେ ବ୍ୟକ୍ତିଙ୍କୁ କିଛି ସନ୍ଦେହଜନକ ବସ୍ତୁ ସହିତ ଜବତ କରାଯାଇଥିଲା ।

ऐसे में ये शख्स चूहे के मांस को इस तरह मलेशिया ले जा रहा था। लेकिन उसे पकड़ लिया गया।

ତେବେ ତାଙ୍କ ବ୍ୟାଗ ଯାଞ୍ଚ କରିବା ପରେ ସେଥିରୁ ୭୮୦ ଗ୍ରାମର ମୂଷା ମାଂସ ଜବତ କରାଯାଇଥିଲା । ସୂଚନା ଅନୁଯାୟୀ ଯେବେଠାରୁ କରୋନା ଭାଇରସ ଆତଙ୍କ ଖେଳିଛି ଚୀନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ବ୍ୟକ୍ତିଜଣକ ଏହିପରି ଭାବେ ସଂକ୍ରମିତ ମାଂସ ଗୁଡିକୁ ନେଇ ମାଲେସିଆ ଯାଉଥିଲେ କିନ୍ତୁ ଏୟାରପୋର୍ଟରେ ହିଁ ସେ ଧରାପଡ଼ିଯାଇଥିଲେ । ଯଦିଓ ଏହି ମୂଷାମାଂସ ଗୁଡିକୁ ଶୁଖାଯାଇଥିଲା

चीन में कोरोनावायरस बहुत तेजी से फ़ैल रही है। अब तो इसने दुनिया में कई देशों को भी अपनी चपेट में ले लिया है।

ଯାଞ୍ଚ ସମୟରେ ବ୍ୟକ୍ତିଙ୍କ ନିକଟରେ ମାଂସକୁ ନେଇଯିବା ନେଇ କୌଣସି ଡକ୍ୟୁମେଣ୍ଟ ମିଳିପାରିନଥିଲା ଯେଉଁ କାରଣରୁ ତାଙ୍କୁ ଗିରଫ କରାଯାଇଥିଲା । କେବଳ ସେତିକି ନୁହେଁ ଏହି ସମୟରେ ଏୟାରପୋର୍ଟରୁ ୬୦ କିଲୋ ଆମ୍ବ ମଧ୍ୟ ଜବତ କରାଯାଇଥିଲା ଯାହାକୁ ବିନା ଅନୁମତିରେ ଚାଲାଣ କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.