ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ,୩୪୮ ମାର୍କ ରଖି ମ୍ରିଦୁଲ ଅଗ୍ରଓ୍ଵାଲ ଟପ୍ପର

ଭୁବନେଶ୍ୱର(କେ ନ୍ୟୁଜ): ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ । ୩୪୮ ମାର୍କ ରଖି ମ୍ରିଦୁଲ ଅଗ୍ରଓ୍ଵାଲ ଟପ୍ପର। ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ଦିଲ୍ଲୀର କାବ୍ୟା ଚୋପ୍ରା । ୨୮୬ ମାର୍କ ରଖି ୯୮ର‍୍ୟାଙ୍କରେ ଅଛନ୍ତି କାବ୍ୟା। ଚଳିତ ବର୍ଷ ମୋଟ ୧ଲକ୍ଷ ୪୧ହଜାର ୬୯୯ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିବାବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୧ହଜାର ୮୬୨ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.