Below header

muthootରେ ସଂକଟ : ଦୀର୍ଘଦିନର ଗୋଲ୍ଡ ଲୋନ୍‌ କମ୍ପାନୀ ବନ୍ଦ କରିବାକୁ ଯାଉଛି ୩୫୦ ଶାଖା, ଜାଣନ୍ତୁ କାରଣ

ଦୀର୍ଘଦିନର ଗୋଲ୍ଡ ଲୋନ୍‌ କମ୍ପାନୀ muthoot finance limitedକୁ ଏବେ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। କାରଣ କମ୍ପାନୀର ଅନେକ କର୍ମଚାରୀ ଦରମା, ଇନସେନଟିଭ୍‌ ଆଦିର ଦାବିକୁ ନେଇ ହଡତାଳ କରୁଛନ୍ତି। ଏହ ପରିସ୍ଥିତିରେ ମୁଥୁଟ୍‌ ଫାନାନ୍ସ କେରଳରେ ନିଜର ୬୦୦ରୁ ଅଧିକ ଶାଖାକୁ ବନ୍ଦ କରିଦେବା ପାଇଁ ଘୋଷଣା କରିଛି।

କମ୍ପାନୀ କିଛି କର୍ମଚାରୀଙ୍କ ହଡତାଳକୁ ମଧ୍ୟ ବିରୋଧ କରୁଛି। ଜଣେ କର୍ମଚାରୀ କହିଛନ୍ତି ଯେ ଉପର ସ୍ତରର ଲୋକଙ୍କର ଦରମା ବହୁତ ଭଲ କିନ୍ତୁ ନୀଚ ସ୍ତରର କର୍ମଚାରୀଙ୍କର ଦରମା ସେତେଟା ଭଲ ନୁହେଁ। ଏଥିପାଇଁ ସେମାନେ ହଡତାଳ କରୁଛନ୍ତି ବୋଲି କହିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.