୧୯ ହଜାର ଏଚ୍ଏଏଲ୍ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା

ବେଙ୍ଗାଲୁରୁ (କେ ନ୍ୟୁଜ) : ବିଭିନ୍ନ ଦାବି ନେଇ ହିନ୍ଦୁସ୍ଥାନ ଏରିନାଟିକସ ଲିମିଟେଡର କର୍ମଚାରୀମାନେ ଗତ ସୋମବାର ଠାରୁ ସାରାଦେଶବ୍ୟାପୀ କାର୍ଯ୍ୟବନ୍ଦ ସହ ଧାରଣା ଦିଆଯାଇଛି । ତେବେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଥିବା ବେଳେ ବାରମ୍ବାର ଦାବି କରିବା ସତ୍ୱେ ତାହା ପୁରଣ ହେଉନଥିବା ଅଭିଯୋଗ ଆଣି ଏହି ଷ୍ଟ୍ରାଇକ କରାଯାଇଥିବା କର୍ମଚାରୀ ମାନେ କହିଛନ୍ତି ।  ତେବେ ବେଙ୍ଗାଲୁରୁ ସ୍ଥିତ ଓଲଡ ଏୟାରପୋର୍ଟ ଠାରେ ଥିବା ଏଚ୍ଏଏଲ୍ ୟୁନିଟର ସମସ୍ତ ଗେଟ ଗୁଡିକ ବନ୍ଦ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.