ଶାନ୍ତି ପାଇଁ ନୋବେଲ ଘୋଷଣା, ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀଙ୍କୁ ମିଳିଲା ନୋବେଲ୍‌ ଶାନ୍ତି ପୁରସ୍କାର

ଶାନ୍ତି ପାଇଁ ନୋବେଲ ଘୋଷଣା । ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀଙ୍କୁ ମିଳିଲା ନୋବେଲ୍‌ ଶାନ୍ତି ପୁରସ୍କାର । ୨୦୧୯ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ଏରିଟ୍ରିଆ ସହ ଶାନ୍ତି ରାଜିନାମା ପାଇଁ ପୁରସ୍କାର ମିଳିଛି । ଇଥିଓପିଆ-ଏରିଟ୍ରିଆ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ତାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ଦିଆଯାଇଛି । ବହୁ ବର୍ଷ ଧରି ଇଥିଓପିଆ ଓ ଏରିଟ୍ରିଆ ମଧ୍ୟରେ ଲାଗି ରହିଥିଲା ସୀମା ବିବାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.