ସିଦ୍ଧୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବିରେ ପଞ୍ଜାବ ବିଧାନସଭାରେ ହଟ୍ଟଗୋଳ

ପଞ୍ଜାବ : ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବିରେ ପଞ୍ଜାବ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଆଜି ଗୃହରେ ପୁଲୱାମା ଆକ୍ରମଣକୁ ନେଇ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ବିରୋଧୀ ଶିରୋମଣୀ ଅକାଳୀ ଦଳ ଦାବି କରଥିଲା, ଆକ୍ରମଣ ପରେ ପାକିସ୍ତାନକୁ କ୍ଲିନ୍‌ ଚିଟ୍‌ ଦେଇଥିଲେ ସିଦ୍ଧୁ। ତେଣୁ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଅଣାଯାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.