Below header

ପାର୍ଟି ଫଣ୍ଡକୁ ଝିଅ ଜନ୍ମଦିନ ପାର୍ଟିରେ ଉଡ଼ାଇଲେ କଂଗ୍ରେସ ନେତା, ଅଭିଯୋଗ ପରେ ଏବେ ଖାଉଛନ୍ତି ଜେଲ ହାଓ୍ଵା

ପାର୍ଟିର କ୍ୟାମ୍ପେନିଂ ପାଇଁ ଯୋଗାଡ଼ ହୋଇଥିବା ଫଣ୍ଡକୁ ଜଣେ ପୂର୍ବ କଂଗ୍ରେସ ନେତା ନିଜ ଝିଅ ଜନ୍ମ ଦିନ ପାର୍ଟିରେ ଉଡ଼ାଇ ଦେଇଛନ୍ତି। ଏଣୁ ଏବେ ଏହି କଂଗ୍ରେସ ନେତାଙ୍କୁ ଜେଲର ହାଓ୍ଵା ଖାଇବାକୁ ପଡ଼ିଛି। ଅଦାଲତ କଂଗ୍ରେସ ନେତାଙ୍କୁ ୧୧ ମାସ ପାଇଁ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ ଦେଇଛନ୍ତି ଓ କହିଛନ୍ତି ଯେ ତାଙ୍କୁ ଘରେ ହିଁ ଗୃହବନ୍ଦୀ ଭାବେ ରଖାଯିବ।

jail2

ଅଦାଲତରେ ଅପରପକ୍ଷ ଓକିଲ କଂଗ୍ରେସର ଏହି ନେତାଙ୍କୁ ଜଣେ ଭ୍ରଷ୍ଟ ନେତା ବୋଲି କହିବା ସହ ସେ ଜାଣିଶୁଣି ପାର୍ଟି ଟଙ୍କାକୁ ନିଜ ଝିଅ ଜନ୍ମ ଦିନରେ ଖର୍ଚ୍ଚ କରିଥିବା କହିଥିଲେ।

ଏହି ମାମଲାର ଅନ୍ତିମ ଶୁଣାଣି ବେଳେ ଆସିଷ୍ଟାଣ୍ଟ ୟୁଏସ୍‌ ଅର୍ଟାନି ଫିଲ୍‌ ହାଲପେର୍ଣ୍ଣ କହିଥିଲେ ଯେ ‘ଆଜିର ଏହି ନିଷ୍ପତ୍ତି ଦେଶ ପାଇଁ ଏକ ଉଦାହରଣ ହେବ ଯେ ସତ ଏବେ ବି ବଞ୍ଚିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.