‘ପୁଷ୍ପା ୨’ରେ ଅଲୁ ଅର୍ଜୁନ ପୋଲିସକୁ ଅପମାନ କରିଥିବା ଅଭିଯୋଗ, FIR ଦେଲେ କଂଗ୍ରେସ ନେତା
ଅଲୁ ଅର୍ଜୁନ ଏବଂ 'ପୁଷ୍ପା ୨: ଦ ରୁଲ’ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଦାଖଲ କରାଯାଇଛି । ଫିଲ୍ମର ଏକ ସିନକୁ ନେଇ କଂଗ୍ରେସ ନେତା ତଥା ତେଲଙ୍ଗାନା ଏମଏଲସି ଥୀନମାର୍ ମଲାନ୍ନା ନିର୍ଦ୍ଦେଶକ ସୁକୁମାର ଓ ଅଭିନେତା ଅଲୁ ଅର୍ଜୁନଙ୍କ ସମେତ ପୂରା ପ୍ରଡକ୍ସନ୍ ଟିମ…